Flag of Indiaसत्यमेव जयते
GOOD INDIA ODISHA

Elephant Attack: ଯୁବକଙ୍କୁ ଦଳି ଦେଲା ହାତୀ

ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ। ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ସେକ୍ସନ ଅନ୍ତର୍ଗତ ବଉଳପୁର ପାଟଣା ଗାଁରେ ଘଟିଛି ଏହି ଘଟଣା।ମୃତକଙ୍କ ନାଁ କ୍ଷୀରୋଦ ଦାସ। ସେ ଆଜି ସକାଳେ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଉଥିବା ସମୟରେ ହାତୀ ହାବୁଡ଼ରେ ପଡିଯାଇଥିଲେ।

Odisha Reporter Tue, 23 Jun 2026 10:26
Read the original at Odisha Reporter ↗