Flag of Indiaसत्यमेव जयते
GOOD INDIA ODISHA

Elephant Attack: ଘର ବାହାରେ ଶୋଇଥିବା ବେଳେ ଆକ୍ରମଣ କଲା ଦନ୍ତା; ବୃଦ୍ଧ ମୃତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅଧୀନ ଗୁରୁବେଡ଼ା ଭୋଳବେଡ଼ା ଗାଁରେ ଏକ ଗୋଠ ଛଡ଼ା ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭୋଳବେଡ଼ା ହରତନା ସାହିର ଯାତ୍ରା ମୁଣ୍ଡା। ସେ ଘରେ ଏକା ରହୁଥିଲେ। ଗତକାଲି ରାତିରେ ସେ ଘରେ ତାଲା ପକାଇ ଘର ବାହାରେ ବନ୍ଧା

Odisha Reporter Sun, 12 Jul 2026 12:39
Read the original at Odisha Reporter ↗