Flag of Indiaसत्यमेव जयते
GOOD INDIA ODISHA

Eknath Shinde: ଉଦ୍ଧବ ସେନା ଦୁଇ ଫାଳ, ଏକନାଥ ସିନ୍ଦେଙ୍କ ହାତ ଧରିଲେ ୬ ବିଦ୍ରୋହୀ ସାଂସଦ

Eknath Shinde: ଦୀର୍ଘ ଦିନ ଧରି ଚାଲି ଆସୁଥିବା ଚର୍ଚ୍ଚା ଆଜି ସତ ହୋଇଛି। ବିଧିବଦ୍ଧ ଭାବେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି ଉଦ୍ଧବ ଠାକେରଙ୍କ ଦଳର ୬ ବିଦ୍ରୋହୀ ସାଂସଦ। ଏଥିସହ ଆଜି ବିଧିବଦ୍ଧ ଭାବେ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ଦୁଇ ଫାଳ ହୋଇଯାଇଛି।

Odisha Reporter Mon, 22 Jun 2026 12:42
Read the original at Odisha Reporter ↗