GOOD
INDIA
ODISHA
Eastern zonal ୭ରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ଷ୍ଟାଣ୍ଡିଂ କମିଟି ବୈଠକ: ୮୭ଜଣ ଅଫିସରଙ୍କୁ ନିୟୋଜିତ କଲା ଓଡ଼ିଶା

ଚଳିତମାସ ୭ତାରିଖରେ ପୂର୍ବାଂଚଳ ଜୋନାଲ କାଉନସିଲର ଷ୍ଟାଣ୍ଡିଂ କମିଟି ବୈଠକ ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରଠାରେ ଅନୁଷ୍ଠିତ ହେବ। ଏହି ୧୫ତମ ଷ୍ଟାଣ୍ଡିଂ କମିଟି ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପ୍ରତିନିଧିମାନଙ୍କ ସମେତ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଯୋଗ
Read the original at Odisha Reporter ↗