GOOD
POLITICS
ODISHA
E20 Janta Party: କକ୍ରୋଚ ପରେ ମୁଣ୍ଡ ଟେକିଲା ‘E20 ଜନତା ପାର୍ଟି’, ଏହି କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା

E20 Janta Party: ପୁଣି ସୋଶାଲ ମିଡିଆରେ ମୁଣ୍ଡ ଟେକିଛି ଆଉ ଗୋଟିଏ ନୂଆ ସଂଗଠନ। କକ୍ରୋଚ ଜନତା ପାର୍ଟିର ସଫଳତା ପରେ ଏବେ ଇଥାନଲ ମିଶ୍ରିତ ତୈଳ ବିରୋଧରେ କିଛି ଲୋକ ଏକାଠି ହେଉଛନ୍ତି। ଏଥିପାଇଁ ସେମାନେ ସିଜେପି ଭଳି ସୋଶାଲ ମିଡିଆରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ସିଜେପି ନିଟ ପ୍ରଶ୍ନପ
Read the original at Odisha Reporter ↗