ACCOUNTABILITY
CRIME
TAMIL NADU
DMK MLA arrested: ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଡିଏମ୍କେ ବିଧାୟକ ଗିରଫ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ (TVK) ସଭାପତି ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଶୁକ୍ରବାର ଡିଏମକେ (DMK) ବିଧାୟକ ଅନିଥା ଆର୍. ରାଧାକ୍ରିଷ୍ଣନଙ୍କୁ ଗିରଫ କରିଛି ପୁଲିସ। ମାଡ୍ରାସ ହାଇକୋର୍ଟ ରାଧାକ୍ରିଷ୍ଣନଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେବା ପରେ
Read the original at Odisha Reporter ↗