GOOD
CRIME
ODISHA
Delivery boy arrested in Cuttack: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଡେଲିଭରୀ ବୟ ଗିରଫ

କଟକ ଶୈଳବାଳା କଲେଜରେ ରାତି ଅଧରେ ପଶି ହଷ୍ଟେଲ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଶୁକ୍ରବାର ଜଣେ ଡେଲିଭରୀ ବୟଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଉଛି କଟକ ଆଲାମଚାନ୍ଦ ବଜାର ଅଞ୍ଚଳର ବାପି ଓରଫ ରୁଦ୍ର ନାରାୟଣ ସାହୁ। ସେ ଏକ ଖାଦ୍ୟ ଯୋଗାଣକାରୀ ସଂସ୍ଥାର ଡେରିଭରୀ ବୟ
Read the original at Odisha Reporter ↗