GOOD
INDIA
DELHI-NCR
Delhi Doctor Dies By Suicide: ଭିନ୍ନ ଜାତି ଯୋଗୁ ବିବାହକୁ ବିରୋଧ କଲେ ପରିବାର ଲୋକେ, ଜୀବନ ହାରିଦେଲେ ଡାକ୍ତର

ଦିଲ୍ଲୀର ଅରୁଣା ଆସଫ୍ ଅଲ୍ଲୀ ସରକାରୀ ହସ୍ପିଟାଲର ଡ୍ୟୁଟୀ ରୁମ୍ରୁ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଭିନ୍ନ ଜାତିର ଜଣେ ସହକର୍ମୀଙ୍କୁ ସେ ବିବାହ କରିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ବିରୋଧ କରିବା ଯୋଗୁ ଚାପରେ ଥିବା ଡାକ୍ତର ଜଣ
Read the original at Odisha Reporter ↗