GOOD
INDIA
ODISHA
Death penalty for murdering minor niece: ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ମାମୁକୁ ଫାଶୀ ଦଣ୍ଡାଦେଶ

ନାବାଳିକା ଭାଣିଜୀଙ୍କୁ ନିଆଁରେ ପୋଡ଼ି ହତ୍ୟା କରିବା ଘଟଣାରେ ମାମୁଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ। ଏହି ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ନାଁ ସିପ୍ରୁନ ଦିଗାଲ। ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଆଡ୍ହକ୍) ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ।
Read the original at Odisha Reporter ↗