MILESTONE
POLITICS
ODISHA
CWG 2026: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରାଜାଙ୍କୁ ରୌପ୍ୟ, ପଦକ ସଂଖ୍ୟା ୪କୁ ବୃଦ୍ଧି

ଗ୍ଲାସଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା (କମନୱେଲଥ ଗେମ୍ସ) ୨୦୨୬ରେ ଭାରତର ରାଜା ମୁଥୁପାଣ୍ଡି ପୁରୁଷ ୬୫ କିଗ୍ରା ଭାରୋତ୍ତୋଳନ (ୱେଟଲିଫ୍ଟିଂ) ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ସେ ସ୍ନାଚ୍ରେ ୧୨୬ କିଗ୍ରା ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୬୦ କିଗ୍ରା ଭାର ଉଠାଇ ମୋଟ ୨୮୬ କିଗ୍ରା ସହ
Read the original at Odisha Reporter ↗