Flag of Indiaसत्यमेव जयते
MILESTONE INDIA ODISHA

CWG 2026: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଇ-ରିକ୍ସା ଚାଳକ ଝଣ୍ଡୁ କୁମାର

CWG 2026: ଇଚ୍ଛା ଶକ୍ତି ଆଗରେ ସବୁ କିଛି ଫେଲ ମାରେ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ୨୯ ବର୍ଷୀୟ ଝଣ୍ଡୁ କୁମାର। ସେ ଦେଶ ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଜିତିଛନ୍ତି ପ୍ରଥମ ପଦକ। ଏହି ପଦକ କାଂସ୍ୟ ହୋଇପାରେ, କିନ୍ତୁ ଏହାର ମୂଲ୍ୟ ସୁନା ଠାରୁ ଆଦୌ କମ ନୁହେଁ। କାରଣ ଦିବ୍ୟାଙ୍ଗ ଝଣ୍ଡୁ କ

Odisha Reporter Sat, 25 Jul 2026 04:55
Read the original at Odisha Reporter ↗