GOOD
INDIA
ODISHA
CWG 2026: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଜିତିଲେ ଋଷିକାନ୍ତ

ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ଦେଶ ପାଇଁ ଏହି ପଦକ ଜିତିଛନ୍ତି ଭାରୋତ୍ତୋଳକ ଋଷିକାନ୍ତ ସିଂହ ଚନମ୍ବମ। ୬୦ କେଜି ପୁରୁଷ ବର୍ଗରେ ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪ କେଜି (୧୨୧ ଓ ୧
Read the original at Odisha Reporter ↗