GOOD
CRIME
ODISHA
Crime News: ଯୁବତୀ ଓ ନାବାଳିକାଙ୍କୁ ଅଶ୍ଲୀଳ ଇଙ୍ଗିତ, ବ୍ୟବସାୟୀ ଗିରଫ

ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ବ୍ୟବସାୟୀ। ତାଙ୍କ ନାଁ ଆଶିଷ ବେହେରା ଓରଫ ଆଲୋକ। ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ରାଜଧାନୀରେ ଯୁବତୀମାନଙ୍କୁ ବାଟରେ ଘାଟରେ ଅଶ୍ଳୀଳ ଇଙ୍ଗିତ କରୁଥିଲେ ଆଲୋକ। ବିଶେଷ କରି ପ୍ରାତଃ ଭ୍ରମଣରେ ଯାଉଥିବା ଯୁବତ
Read the original at Odisha Reporter ↗