Flag of Indiaसत्यमेव जयते
GOOD INDIA ODISHA

Concrete chunks fall from ceiling: ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣା, ପିଲା ପଢୁଥିବା ବେଳେ ଛାତରୁ ଖସି କଂକ୍ରିଟ୍

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଅଘଟଣ। ପିଲାଏ ପାଠ ପଢ଼ୁଥିବା ବେଳେ ଛାତରୁ ଖସିଲା କଂକ୍ରିଟ୍ ଖଣ୍ଡ। ଫଳରେ ୫ ଜଣ ଆହତ ହୋଇଛନ୍ତି। ଜଣେ ପୁଅ ଓ ଦୁଇ ଜଣ ଝିଅଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ସେଠାରେ ସେମାନଙ୍କ ଚିକିତ୍ସା ଚାଲ

Odisha Reporter Tue, 07 Jul 2026 05:29
Read the original at Odisha Reporter ↗