GOOD
INDIA
ODISHA
Combined 3 1st year admissions begin: 1st round admissions till this date
ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ): ରାଜ୍ୟରେ ମଙ୍ଗଳବାର ଠାରୁ ଯୁକ୍ତ ୩ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ପାଇଁ ନାମ ଲେଖା ଆରମ୍ଭ ହୋଇଛି। ଏନେଇ ସୋମବାର କଟ୍ ଅଫ ମାର୍କ ପ୍ରକାଶିତ ସହ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶିତ ହୋଇଛି। ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।
Pulse Bharat · Why it matters
Read the original at ଧରିତ୍ରୀ ↗
The start of 3rd year combined admissions in the state affects students who need to secure a spot in their preferred courses, with the first round's cut-off marks already released.