CRISIS
POLITICS
ODISHA
CJP Protest: ସିଜେପି ବିକ୍ଷୋଭ ବେଳେ ଛାତ୍ରୀଙ୍କୁ ମାରିଥିଲେ ଚାପୁଡ଼ା: ଯନ୍ତରମନ୍ତରରୁ ହଟିଲେ ଏହି ପୁଲିସ୍ ବାବୁ

CJP Protest: କକ୍ରୋଚ ଜନତା ପାର୍ଟି(ସିଜେପି)ର ସଂସଦ ଚାଲୋ ଶୋଭାଯାତ୍ରା ବେଳେ ଜଣେ ଛାତ୍ରୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଚାପୁଡ଼ା ମାରିବା ଦିଲ୍ଲୀ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଛାତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହେବା ପରେ ସିଜେପିର ଯନ୍ତରମନ୍ତର ବ
Read the original at Odisha Reporter ↗