GOOD
INDIA
JAMMU & KASHMIR
Brutal PoK Crackdown By Pakistan Forces: ନିର୍ବାଚନକୁ ବୟକଟ କରିବାରୁ ପାକିସ୍ତାନ ସେନାର ନରସଂହାର: ଗଲାଣି ୨୦ କଶ୍ମିରୀଙ୍କ ଜୀବନ

ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ପାକିସ୍ତାନ ସେନାର ନରସଂହାର। ସ୍ଥାନୀୟ ଲୋକ ପାକିସ୍ତାନ ସରକାର ବଳପୂର୍ବକ କରୁଥିବା ନିର୍ବାଚନକୁ ବୟକଟ କରୁଥିବାରୁ ପାକିସ୍ତାନ ସେନା ଖେଳିଛି ରକ୍ତର ହୋଲି। ସାଧାରଣ ଲୋକଙ୍କ ଉପରକୁ ପାକିସ୍ତାନ ସେନା ଚଳାଉଛି ଗୁଳି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ
Read the original at Odisha Reporter ↗