GOOD
CRIME
ODISHA
Body found in canal, police looking for motive
ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ନାନିକାବାହାଳି ଗ୍ରାମର ସ୍ବର୍ଗତ ବିର୍ଶା ମୁଣ୍ଡାଙ୍କ ପୁଅ ଭାଇଗା ମୁଣ୍ଡା(୫୫)। ନାଳରେ ମୃତଦେହ
Read the original at ଧରିତ୍ରୀ ↗