GOOD
POLITICS
ODISHA
BJP Leader killed: ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା

ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ତପନ ଦାସ। ସେ ବିଜେପିର ରାମନଗର ବୁଥର ସଭାପତି ଥିଲେ। କଥା କଟାକଟିକୁ ନେଇ ତାଙ୍କୁ କାଠଫାଳିଆରେ ପିଟି ପିଟି ଓ ଇଟାରେ ଛେଚି ହତ୍ୟା କରାଯାଇଛି। ଜମ୍ବୁ ମେରାଇନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି
Read the original at Odisha Reporter ↗