Flag of Indiaसत्यमेव जयते
GOOD INDIA ODISHA

Attempted kidnapping: ମା’ ପାଇଁ ଝିଅକୁ ଅପହରଣ ଉଦ୍ୟମ, ଥାନାରେ ଅଭିଯୋଗ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସୋଶାଲ ମିଡିଆରେ ଛାଡ଼ିଦେଲେ ପ୍ରେମିକ

ପ୍ରେମିକାକୁ ପାଇବା ପାଇଁ ତାଙ୍କ ନାବାଳିକା ଝିଅକୁ ଅପହରଣ ଉଦ୍ୟମ। ଗୁଣ୍ଡାଙ୍କ ସହାୟତାରେ ଘରୁ ଘୋଷାଡ଼ି ଘୋଷାଡ଼ି ନେଇଯାଉଥିବା ବେଳେ ଗାଁ ଲୋକେ କରିଥିଲେ ଉଦ୍ଧାର। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ାରେ। ଆଉ ମାମଲା ଥାନାରେ ପହଞ୍ଚିବା ପରେ ପ୍ରେମିକାଙ୍କ ସହିତ ତାଙ୍କର ଅନ୍ତରଙ୍ଗ ମୁହୂର୍ତ

Odisha Reporter Tue, 30 Jun 2026 09:36
Read the original at Odisha Reporter ↗