ACCOUNTABILITY
POLITICS
ODISHA
Arun Sahoo Faces Setback: ବଢ଼ିଲା ଅରୁଣ ସାହୁଙ୍କ ଅଡୁଆ: ହାଇକୋର୍ଟଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Arun Sahoo Faces Setback: ନୟାଗଡ଼ର ବିଜେଡି ବିଧାୟକ ଅରୁଣ ସାହୁଙ୍କ ପାଇଁ ବଢ଼ିଛି ଅଡୁଆ। ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ସମ୍ପର୍କିତ ମାମଲାରେ ଅରୁଣ ସାହୁଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନ ଖାରଜ ହୋଇଥିବାରୁ ଏବେ ନିର୍ବାଚନୀ ଅନି
Read the original at Odisha Reporter ↗