Flag of Indiaसत्यमेव जयते
GOOD CRIME ODISHA

Arrest: ମିଠାରେ ବିଷ ଦେଇ ୫ ବର୍ଷର ଶିଶୁକୁ ମାରିଦେବା ଘଟଣା; ପଡ଼ୋଶୀ ଗିରଫ

କଟକ ଜିଲ୍ଲା ସାଲେପୁର ଥାନା ବାହାବଳପୁର ଗାଁରେ ୫ ବର୍ଷର ଶିଶୁପୁତ୍ରକୁ ମିଠାରେ ବିଷ ଦେଇ ହତ୍ୟା ଅଭିଯୋଗରେ ପଡ଼ୋଶୀଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ ପ୍ରଶାନ୍ତ କୁମାର ଦାସ। ଅଭିଯୋଗ ଅନୁଯାୟୀ, ମେ’ ୨୨ ତାରିଖରେ ବାହାବଳପୁରର ରୋହିତ ମଲିକଙ୍କ ୫ ବର୍ଷର ପୁଅକୁ ପଡ଼ୋଶୀ ପ୍ରଶାନ୍ତ କୁମାର ଦ

Odisha Reporter Sat, 04 Jul 2026 12:37
Read the original at Odisha Reporter ↗