Flag of Indiaसत्यमेव जयते
GOOD CRIME ODISHA

Arrest: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ମାଲିକଙ୍କ ସମେତ ୯ ଗିରଫ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନିଶା ନିବାରଣ କେନ୍ଦ୍ରର ମାଲିକଙ୍କ ଅଛନ୍ତି। ନିଶାରେ ବୁଡ଼ି ରହୁଥିବା ଯୋଗୁ ଭଗବାନପୁର ଗ୍ରାମର

Odisha Reporter Tue, 23 Jun 2026 10:55
Read the original at Odisha Reporter ↗