ACCOUNTABILITY
CRIME
ODISHA
Arrest: ମନରେଗା ଟଙ୍କା ଆତ୍ମସାତ ମାମଲାରେ ୨ ଯନ୍ତ୍ରୀ ଗିରଫ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ମହାଦୁର୍ନୀତିର ପର୍ଦାଫାସ ହୋଇଛି। ବ୍ଲକର ସହକାରୀ ଯନ୍ତ୍ରୀ (AE), କନିଷ୍ଠ ଯନ୍ତ୍ରୀ (JE), ସହକାରୀ ଉନ୍ନୟନ ଅଧିକାରୀ (ADO) ଓ ପଂଚାୟତ ନିର୍ବାହୀ ଅଧିକାରୀ (PEO) ମିଳିମିଶି ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ସ୍ପଷ୍ଟ ହେବାରେ ଲାଗିଛି।
Read the original at Odisha Reporter ↗