GOOD
CRIME
ODISHA
Arrest: ପ୍ରଭାତ ବେହେରା ହତ୍ୟା ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱରର ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁରର ପ୍ରଭାତ ବେହେରା ହତ୍ୟା ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାଁ ବିଶ୍ୱରଞ୍ଜନ ସାହୁ। ପୁଲିସ ତାଙ୍କ ବାଇକ୍ ଜବତ କରିଛି। ଏହା ସହିତ ଏହି ଘଟଣାରେ ଏଯାବତ୍ ୩ ଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱରଞ୍ଜନଙ୍କ ପୂର୍ବରୁ କଟ
Read the original at Odisha Reporter ↗