GOOD
INDIA
ODISHA
Ammonia gas leak: ସିଫୁଡ୍ ଫ୍ୟାକ୍ଟ୍ରୀରେ ଆମୋନିଆ ଗ୍ୟାସ୍ ଲିକ୍: ୭ ମୃତ, ୬୭ ଅସୁସ୍ଥ

ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ପେରିୟପାଲୟମ ନିକଟସ୍ଥ କନ୍ନିଗାଇପୈରରେ ଥିବା ଏକ ସିଫୁଡ୍ ଏକ୍ସପୋର୍ଟ ଫ୍ୟାକ୍ଟ୍ରୀରେ ରବିବାର ଅପରାହ୍ନରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଶ୍ରମିକମାନଙ୍କ ମଧ୍ୟରୁ ୯ ଜଣଙ୍କ
Read the original at Odisha Reporter ↗