Flag of Indiaसत्यमेव जयते
GOOD INDIA ODISHA

Amit Shah ଆସିବେ ୪ରେ : ବରଗଡ଼ରେ ଇଥାନଲ୍ ରିଫାଇନାରୀର ଉଦଘାଟନ ଓ ସମ୍ବଲପୁରରେ ସାଧାରଣ ସଭା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆସନ୍ତା ୪ତାରିଖରେ ଦୁଇଦିନିଆ ପଶ୍ଚିମଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ୪ତାରିଖରେ ବରଗଡ଼ରେ ଇଥାନଲ୍ ରିଫାଇନାରୀର ଉଦଘାଟନ କରିବା ସହ ୫ତାରିଖରେ ସମ୍ବ

Odisha Reporter Mon, 29 Jun 2026 14:46
Read the original at Odisha Reporter ↗