GOOD
INDIA
ODISHA
Ama Bus ran over a bike: ବାଇକ୍ ଉପରେ ଚଢ଼ିଗଲା ଆମ ବସ୍

ପୁଣି ଦୁର୍ଘଟଣା ଘଟାଇଛି ‘ଆମ ବସ୍’। କଟକରେ ଘଟିଛି ଏହି ଦୁର୍ଘଟଣା। ଏକ ବାଇକ ଉପରେ ଚଢ଼ି ଯାଇଛି ଆମ ବସ୍। ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ କଟକର ମଲାଚଣ୍ଡିଆ ଛକରେ ଘଟିଛି ଏହି ଘଟଣା। ବାଇକ୍କୁ ଧକ୍କା ଦେବା ପରେ ଏହା ଉପରେ ଚଢ଼ିଯାଇଥିଲା ଆମ ବସ୍। ଉଭୟ ବାଇକ୍
Read the original at Odisha Reporter ↗