GOOD
INDIA
ODISHA
Accident: ଗଛରେ ପିଟି ହେଲା ବସ୍

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ସୁରଙ୍ଗିପାଳ ନିକଟରେ ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହେବାରୁ ଡ୍ରାଇଭର ଓ ଜଣେ ମହିଳା ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟ ସମସ୍ତ ଯାତ୍ରୀ ଓ ବସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବସ୍ଟି ଅନୁଗୋଳ ଜିଲ୍ଲା ରେଙ୍ଗାଲିରୁ ବାହାରି ବୁଢ଼ାପାଳ ଦେଇ ସମ୍ବଲପୁର ଅଭିମୁ
Read the original at Odisha Reporter ↗