Flag of Indiaसत्यमेव जयते
CRISIS POLITICS ODISHA

Accident: ଭ୍ୟାନ ଉପରେ ମାଡ଼ି ଗଲା କୋଇଲା ବୋଝେଇ ଟ୍ରକ: ଚାଲିଗଲା ୭ ଜୀବନ, ଜଣେ ଗୁରୁତର

Accident: ଗୋଟିଏ ବ୍ୟାଣ୍ଡ ପାର୍ଟିର ସଦସ୍ୟଙ୍କୁ ନେଇ ଯାଉଥିବା ଭ୍ୟାନ ଉପରେ ମାଡ଼ି ଯାଇଛି କୋଇଲା ବୋଝେଇ ଟ୍ରକ। ଏଥିରେ ଭ୍ୟାନରେ ଥିବା ୮ ଜଣଙ୍କ ମଧ୍ୟରୁ ୭ ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଝାରଖଣ୍ଡର ରାମଗଡ଼ ଜିଲ୍ଲାରେ

Odisha Reporter Fri, 26 Jun 2026 08:32
Read the original at Odisha Reporter ↗