GOOD
INDIA
ODISHA
Accident: ୨ ଶହ ମିଟର ବ୍ୟବଧାନରେ ୧୦ ମିନିଟ୍ ଭିତରେ ୨ଟି ଦୁର୍ଘଟଣା, ୫ ମୃତ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁରରେ ଏନଏଚ ୪୯ ଆଜି ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ୨୦୦ ମିଟର ମଧ୍ୟରେ ୧୦ ମିନିଟ୍ ଭିତରେ ଘଟିଥିଲା ଏହି ଦୁଇ ଦୁର୍ଘଟଣା। ବାୟାପାଣ୍ଡାଧାର ଆଡୁ ନିଜ ଗାଁ କୁଆଁରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଲ
Read the original at Odisha Reporter ↗