GOOD
INDIA
ODISHA
Accident: ୪ ବର୍ଷର ଶିଶୁ କନ୍ୟାକୁ ପିଟିଦେଲା ମିନି ଟ୍ରକ୍, ଚାଲିଗଲା ଜୀବନ

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ମିନି ଟ୍ରକ୍ ଧକ୍କାରେ ଜଣେ ୪ ବର୍ଷର ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ଘର ଝରିଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ କୋଇଗାଁ ଅଞ୍ଚଳରେ। ଶିଶୁକନ୍ୟା ଜଣଙ୍କ ତାଙ୍କର ଆଉ ଦୁଇ ଜଣ ଭାଇଭଉଣୀ ଓ ମା’ଙ୍କ ସହିତ ପୁରୁଣା ବସ୍ଷ୍ଟ
Read the original at Odisha Reporter ↗