GOOD
INDIA
ODISHA
Accident: କାର୍କୁ ପିଟିଲା ହାଇୱା, ଟ୍ରକ୍ ଧକ୍କାରେ ଓଲଟିଲା ଅଟୋ, ଟ୍ରକ୍ ପଛରେ ପିଟି ହେଲା ବାଇକ

କଟକର ତ୍ରିଶୂଳିଆ ବ୍ରିଜ ଉପରେ ସୋମବାର ବିଳମ୍ବିତ ରାତିରେ ଏକ ହାଇୱା ଏକ କାରକୁ ଧକ୍କା ଦେଇଛି। ଏଥିରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ବାରଙ୍ଗ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ କାର ଚାଳକଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲ କଲେଜ ଓ ହସ୍
Read the original at Odisha Reporter ↗