GOOD
INDIA
ODISHA
ପାଠ୍ୟପୁସ୍ତକ କି ପ୍ରଚାରପୁସ୍ତକ? ଓଡ଼ିଶାରେ ଶିକ୍ଷାର ସଙ୍କଟ

* ଦେବ ରଞ୍ଜନ ଗୋଟିଏ ପିଲାର ଭବିଷ୍ୟତ ନଷ୍ଟ କରିବା ଲାଗି ସେହି ଅଞ୍ଚଳର ସ୍କୁଲ ବନ୍ଦ କରିବା ଆବଶ୍ୟକ ନାହିଁ। ଶିକ୍ଷକବିହୀନ ସ୍କୁଲ ଅଥବା ଭୁଲ ଥିବା ପାଠ୍ୟପୁସ୍ତକ ସେଥିଲାଗି ଯଥେଷ୍ଟ। ନୂତନ ପାଠ୍ୟପୁସ୍ତକ କେବଳ ଟାଇପିଙ୍ଗ ଓ ତଥ୍ୟଗତ ଭୁଲ ପାଇଁ ନୁହେଁ, ବରଂ ଏଥିରେ ଥିବା ବିବାଦୀୟ ବିଷୟବସ୍ତୁ
Read the original at Odisha Reporter ↗