GOOD
INDIA
ODISHA
ବ୍ରହ୍ମପୁରରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ମନ୍ତ୍ରୀଙ୍କ ପୁତୁରା ଗିରଫ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରୀ ସ୍ମୃତି ଭୋଳଙ୍କ ଆତ୍ମହତ୍ୟା ଘଟଣାରେ ରବିବାର ସେହି କଲେଜର ପୂର୍ବତନ ଛାତ୍ର ତଥା ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ବିଶ୍ୱଜିତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
Read the original at Odisha Reporter ↗