CRISIS
POLITICS
ODISHA
ସଂଘବଦ୍ଧ ଆକ୍ରମଣ: ସ୍ୱାମୀଙ୍କୁ ଗଛରେ ବାନ୍ଧି ପିଟିଲେ, ଗର୍ଭବତୀ ସ୍ତ୍ରୀଙ୍କୁ ବି ଛାଡ଼ିଲେନି

୩୦ରୁ ଅଧିକ ଲୋକ ଆସିଲେ, ଘରୁ ଯୁବକଙ୍କୁ ଉଠାଇ ନେଇ ଗଛରେ ବାନ୍ଧି ନିସ୍ତୁକ ପିଟିଲେ। ଏହାକୁ ବିରୋଧ କରିବାରୁ ଯୁବକଙ୍କ ୮ ମାସର ଗର୍ଭବତୀ ପତ୍ନୀଙ୍କୁ ମଧ୍ୟ ଗାଁ ଦାଣ୍ଡରେ ନିର୍ଘାତ ବାଡ଼େଇଲେ। ଲୋକଙ୍କ ମାଡ଼ରେ ଉଭୟ ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘିଆଗଡ଼ି ଗ
Read the original at Odisha Reporter ↗