BAD
INDIA
ODISHA
ଭାସିଲା ରାସ୍ତା ଚାଲିଛି 4ଫୁଟର ପାଣି | Odisha Reporter
ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତର ଅନେକ ଗାଁ ଏବେ ଜଳବନ୍ଦୀ ଭିତରେ I କାଂଶବାଂଶ ଓ ପିତାକାଳିଆ ନଦୀର ଜଳ ସ୍ତର ବୃଦ୍ଧି ପାଇଁ ଜଳବନ୍ଦୀରେ ରହିଛି ଅନେକ ଗାଁ l #Odisha #OdishaReporter #Flood #Soro #HeavyRainfall ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର
Read the original at Odisha Reporter ↗