Flag of Indiaसत्यमेव जयते
GOOD INDIA ODISHA

ବୈଭବ ଧମାକା; ‘ଭାରତ ଏ’ ଚାମ୍ପିୟନ

ବୈଭବ ବିସ୍ଫୋରଣ । ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଚାମ୍ପିୟନ୍ ହେଲା ଭାରତ। ଫାଇନାଲ ମୁକାବିଲାରେ ‘ଶ୍ରୀଲଙ୍କା-ଏ’କୁ ‘ଭାରତ-ଏ’ ୬୬ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି। ୩୭୮ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ୩୧୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଟସ୍ ଜିଣି ଘରୋଇ ଶ୍ରୀ

Odisha Reporter Sun, 21 Jun 2026 14:21
Read the original at Odisha Reporter ↗