CRISIS
BUSINESS
ODISHA
15 kg gold, Rs 20 crore in 35 sacks: ପୂର୍ବତନ ସରକାରୀ ବସ୍ ଡ୍ରାଇଭରଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଓ ୧୫ କେଜି ସୁନା ବିସ୍କୁଟ୍ ଜବତ

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଦେଉଚାରେ ରହୁଥିବା ଜଣେ ପୂର୍ବତନ ସରକାରୀ ବସ୍ ଡ୍ରାଇଭରଙ୍କ ଘରୁ ପୁଲିସ ନଗଦ ୨୦ କୋଟି ଟଙ୍କା ଓ ୧୫ କେଜି ସୁନା ବିସ୍କୁଟ୍ ଜବତ କରିଛି। ନଗଦ ୨୦ କୋଟି ଟଙ୍କାକୁ ୩୫ଟି ବ୍ୟାଗରେ ରଖାଯାଇଥିଲା। ସଂପୃକ୍ତ ପୂର୍ବତନ ସରକାରୀ ବସ୍ ଡ୍ରାଇଭରଙ୍କ ନାଁ ମିନାର ମଣ୍ଡଳ।
Read the original at Odisha Reporter ↗