STATE ACTION
POLITICS
ODISHA
ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ପିଏ ପରିଚୟ ଦେଇ ଟଙ୍କା ମାଗିବା ମାମଲା, ଯୁବକ ଗିରଫ

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (PA) ପରିଚୟ ଦେଇ ଟଙ୍କା ଆଦାୟ କରିବା ତଥା କେହି ମନା କଲେ ଥାନାରେ ମାମଲା କରିବା ନେଇ ଧମକ ଦେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ବ୍ରହ୍ମପୁର ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ମଣ୍ଡଳ (୨୮)।
Read the original at Odisha Reporter ↗